ନୂଆପଡ଼ା-ପଦ୍ମପୁର ରାସ୍ତାରେ ଡିଲ୍ କରିବାକୁ ଯୋଜନା ହୋଇଥିବା ବେଳେ କ୍ରାଇମବ୍ରାଞ୍ଚ ଟିମ୍ ଚଢାଉ କରି ଜଣେ ଅଭିଯୁକ୍ତ ବିକ୍ରମ ମାଝୀକୁ ଗିରଫ କରିଛି।
୨୦୨୦ରୁ ଏଯାଏଁ ୩୬ କେଜି ୪୦୦ ଗ୍ରାମ ବଜ୍ରକାପ୍ତା କାତି ଜବତ କରିଛି କ୍ରାଇମବ୍ରାଞ୍ଚ।
Credible Local News of Odisha