ନିରଞ୍ଜନ ବିଶି ଆଦିବାସୀ ବ୍ୟାପାର ସଂସଦୀୟ ପରାମର୍ଶଦାତା କମିଟି ସଦସ୍ୟ August 4, 2022 by Odisha ସାଂସଦ ନିରଞ୍ଜନ ବିଶିଙ୍କୁ ଆଦିବାସୀ ବ୍ୟାପାର ସଂସଦୀୟ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି l