ବଲାଙ୍ଗୀର ଜିଲ୍ଲା ଭାଲୁପାଲି ଗ୍ରାମରେ କେନ୍ଦୁ ପତ୍ର ଶୁଖାଇ ଥିବା ପଡିଆ ନିକଟରେ କେନ୍ଦୁପତ୍ରରେ ନିଆଁ ଲାଗି ପାଖା ପାଖି ୧୦୦ରୁ ଉର୍ଦ୍ଧ୍ବ କେନ୍ଦୁ ବିଡ଼ା ପୋଡିଯାଇଥିବା ଗ୍ରାମବାସୀ ଆଜି କହିଛନ୍ତି।
ଗ୍ରାମବାସୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
Credible Local News of Odisha