ଦ୍ରୌପଦୀଙ୍କୁ ଦିଲ୍ଲୀରେ ଭେଟିଲେ ମୟୁରଭଞ୍ଜର ବିଧାୟକ

ମୟୁରଭଞ୍ଜ ଜିଲ୍ଲାର ବିଧାୟକ ନବଚରଣ ମାଝୀ, ପ୍ରକାଶ ସୋରେନ, ସନାତନ ବିଜୁଳି, ଡ଼. ବୁଡାନ ମୁର୍ମୁ, ଗଣେଶ ରାମସିଂ ଖୁଣ୍ଟିଆ,ଭାସ୍କର ମଢ଼ାଇ ପ୍ରମୁଖ ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version