ଦେବଗଡ଼ର ଲାଇମୁରାରେ ହେବ ନୂଆ ଥାନା August 27, 2022 by Rameswar mahakur ଦେବଗଡ଼ ଜିଲ୍ଲାର ଲାଇମୁରାରେ ଏକ ନୂଆ ଥାନା ପ୍ରତିଷ୍ଠା ପ୍ରସ୍ତାବକୁ ଆଜି ମଞ୍ଜୁରୀ ମିଳିଛି l