ଟ୍ରକ ମାଲିକ ସଂଘର ଉପସଭାପତି ଗିରଫ ପ୍ରତିବାଦରେ ଏନ୍ଏଚ୍ ୫ (A) ଅବରୋଧ ସହ ପାରାଦୀପ ଲକ୍ ଥାନା ଆଗରେ ଉତ୍ତେଜନା ଦେଖାଦେଇଛି।
ପୁଲିସ ମିଥ୍ୟା କେସ୍ କରି ଫସାଇ ଦେଇଥିବା ସଂଘ ଅଭିଯୋଗ କରିଛି। ପୁଲିସ କହିଛି ଡ୍ୟୁଟି ବେଳେ ସେମାନେ ଆକ୍ରମଣ କରିଥିଲେ।
Credible Local News of Odisha