ଥାନାରୁ ଖସିଗଲା ଲେଡି ବ୍ରାଉନସୁଗାର ମାଫିଆ

ଭୁବନେଶ୍ବର କଳ୍ପନା ଅବକାରୀ ଥାନାରୁ ବ୍ରାଉନସୁଗାର ମାଫିଆ ଖସି ଯାଇଥିବା ସୂଚନା ମିଳିଛି।

ଗତକାଲି ମହିଳାଙ୍କଠାରୁ ୨୦ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ଗିରଫ କରିଥିଲା ଅବକାରୀ ବିଭାଗ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version