ଆସନ୍ତା ତିନି ବର୍ଷ ମଧ୍ୟରେ ରାଜ୍ୟରେ ଜଳସେଚନ ପାଇଁ 811 କୋଟି ଟଙ୍କା ଖର୍ଚ୍ଚରେ 1280 ଟି ଚେକ ଡ୍ୟାମ ନିର୍ମାଣ ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଥିବା ବରିଷ୍ଠ ଅଧିକାରୀ କହିଛନ୍ତି l
Credible Local News of Odisha