ତାଳଚେର ନିର୍ବାଚନମଣ୍ଡଳୀରେ ମନ କୀ ବାତ୍ କାର୍ଯ୍ୟକ୍ରମ

ଅନୁଗୁଳ ଜିଲ୍ଲା ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀର ୫୧ଟି ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ କୀ ବାତ୍‌’ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି ।

କଣିହାଁ ବ୍ଲକର କମରେଇ ପଂଚାୟତର ଦଣ୍ଡସିଂହା ଗ୍ରାମରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଉପସ୍ଥିତ କାର୍ଯ୍ୟକର୍ତା ଓ ଶତାଧିକ ଗ୍ରାମବାସୀଙ୍କ ସହ ମିଶି ମନ କୀ ବାତ ଶୁଣିଥିଲେ । ତାଳଚେର ବ୍ଲକର ସମସ୍ତ ୨୧ଟି ପଂଚାୟତ, କଣିହାଁ ବ୍ଲକର ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୮ଟି ପଂଚାୟତ, ତାଳଚେର ପୌରାଅଞ୍ଚଳରେ ବିଭିନ୍ନ ୱାର୍ଡରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version