ଡ୍ରାଇଭର ଆନ୍ଦୋଳନ ନେଇ ରୁଲିଂ ଦେଲେ ବାଚସ୍ପତି

ଗୃହରେ ବିବୃତି ରଖିବାକୁ ପରିବହନ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଡ୍ରାଇଭରଙ୍କ ସହ ଆଲୋଚନା କରି କାଲି ଗୃହରେ ବିବୃତି ଦେବାକୁ କହିଛନ୍ତି ବାଚସ୍ପତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version