ଭୁବନେଶ୍ବର ଡୁମୁଡୁମା ଅଞ୍ଚଳରେ ଜାଗୃତି ଡମ୍ପିଂ ୟାର୍ଡକୁ ଆଜି ମେୟର ସୁଲୋଚନା ଦାସ ବିଏମସୀ ଅଧିକାରୀ ମାନଙ୍କ ସହ ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ।
ଏହି ଅଚାନକ ଗସ୍ତ ସମୟରେ କର୍ପୋରେଟର ରଶ୍ମି ରଞ୍ଜନ ପାଟଶାଣି, ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ଓ ରବି ନାରାୟଣ ଜେଠି ପ୍ରମୁଖ ଉପସ୍ଥିତ ଥିଲେ।