ଡାହାଣୀ ସନ୍ଦେହ କରି ହତ୍ୟା ମାମଲାରେ ୧୧ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ

ଡାହାଣୀ ସନ୍ଦେହରେ ମହିଳାଙ୍କୁ ନିର୍ମମ ହତ୍ୟା ଘଟଣାରେ ୧୧ ଜଣ ପୁରୁଷଙ୍କୁ ଆଜୀବନ କାରାଦଣ୍ଡ ଓ ୩ ଜଣ ମହିଳାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ରାଉରକେଲା ୧ ଜିଲ୍ଲା ଦୌରା ଜର୍ଜ।

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ରତାଖଣ୍ଡି ଗାଁରେ ୨୦୧୮ ମସିହାରେ ଏହି ଘଟଣା ଘଟିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version