ଡାକ୍ତର ହେବାର ଲକ୍ଷ୍ୟ ରଖିଛନ୍ତି : ପାଟଣା ବ୍ଲକ ଟପ୍ପର କଳିଙ୍ଗ

ବୋର୍ଡ ଅଫ ସେକଣ୍ଡାରୀ କଟକ ପରିଚାଳିତ ମ୍ୟାଟ୍ରିକ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚେମେଣା ନୋଡାଲ ହାଇସ୍କୁଲ ଛାତ୍ର କଳିଙ୍ଗ କୁମାର ସାହୁ ବ୍ଲକରେ ସର୍ବାଧିକ ୯୫.୧ ୬ପ୍ରତିଶତନମ୍ବର ରଖି ଟପ୍ପର ହୋଇଛନ୍ତି ।

ସେହିଭଳି ଉକ୍ତ ବିଦ୍ୟାଳୟର ଛାତ୍ର ହିମାଂଶୁ ଶେଖର ପୃଷ୍ଟି ୯୪. ୫ପ୍ରତିଶତ ନମ୍ବର ରଖି ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ଉଭୟ ଜିଲ୍ଲାରେ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି।କଳିଙ୍ଗ ତୁରୁମୁଙ୍ଗା ଗ୍ରାମ ଜ୍ୟୋତି କିଶୋର ସାହୁ ଓ ରାଜଲକ୍ଷ୍ମୀ ସାହୁଙ୍କ ସେ ପୁଅ। କଳିଙ୍ଗ ବଭିଷ୍ୟତରେ ଡାକ୍ତର ହେବାର ଲକ୍ଷ୍ୟ ରଖିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Leave a Comment Cancel reply

This site uses Akismet to reduce spam. Learn how your comment data is processed.

Exit mobile version