ଝୁଲନ୍ତା ଶବ ଉଦ୍ଧାର, ପୁଲିସ ତଦନ୍ତ ଜାରି

କେନ୍ଦୁଝର ବଡ ଶାସନ ନିକଟରେ ଏକ ପୋଲରେ ଝୁଲନ୍ତା ଅବସ୍ଥାରେ ଏକ ମୃତ ଦେହ ମିଳିଛି।

ତାଙ୍କ ନାମ ଗୋପାଳି ନାୟକ ବୋଲି ଜଣା ପଡ଼ିଛି। ତାଙ୍କ ଘର ବିରବରପୁର ପାଟଣା ଗ୍ରାମରେ। ଏହା ହତ୍ୟା ନା ଆତ୍ମହତ୍ୟା ସଠିକ୍ ଜଣା ପଡ଼ିନାହିଁ। ପୁଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version