ଝାରସୁଗୁଡ଼ା ଉପନିର୍ବାଚନ ନେଇ ସିଇଓ ନିକୁଞ୍ଜ ଧଳ କହିଛନ୍ତି, ତାରିଖ ଘୋଷଣା ସହ ତତ୍କାଳ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।
ଝାରସୁଗୁଡ଼ାରେ ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୨୧ ହଜାର ୭୦ ଅଛି।ନିର୍ବାଚନ ପାଇଁ ଯେତିକି ଇଭିଏମ୍ ଆବଶ୍ୟକ, ଆମ ପାଖରେ ଅଛି, ନିର୍ବାଚନ ପାଇଁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ସିଇଓ।