ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେପି। ସିଇଓଙ୍କୁ ଭେଟିବା ପରେ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ପ୍ରତିକ୍ରିୟା ଦେଇଛନ୍ତି।
ଆଜି ମଙ୍ଗଳା ବଜାରରେ ପୁଣି ଗଣ୍ଡଗୋଳ କରିଛି ବିଜେଡି, ୭୧ଟି ବୁଥ୍ ସମ୍ବେଦନଶୀଳ, ଡ୍ରୋନ୍ କ୍ୟାମେରା ଲଗାଯାଉ, ଓଡ଼ିଶା ପୁଲିସ ବଦଳରେ କେନ୍ଦ୍ରୀୟ ପୁଲିସ ମୁତୟନ ପାଇଁ କହିଛୁ ବୋଲି ବିଜେପି କହିଛି।