ଜେଲରେ ଅର୍ଚ୍ଚନା ଓ ଜଗବନ୍ଧୁ ଭେଟାଭେଟି

ଲେଡି ବ୍ଲାକମେଲର ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁ ମଧ୍ୟରେ ଜେଲ୍ ପରିସରରେ ଥିବା କାର୍ଯ୍ୟାଳୟ ମଧ୍ୟରେ ବାର୍ତ୍ତାଳାପ ହୋଇଛି।

ଜେଲ ଅଧିକ୍ଷକ ଓ ଫିମେଲ ୱାର୍ଡରଙ୍କ ଉପସ୍ଥିତିରେ ବାର୍ତ୍ତାଳାପ ହୋଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version