ସୋନପୁର ଜିଲ୍ଲା ସ୍ୱାସ୍ଥ୍ଯ ସମିତି କାର୍ଯ୍ଯାଳୟ ତରଫରୁ ଚଳିତ ଜୁଲାଇ ମାସ ୦୭ ତାରିଖରେ ଯୋଗ ଶିକ୍ଷକ ସକାଶେ ବ୍ଯକ୍ତିଗତ ସାକ୍ଷାତକାର ଅନୁଷ୍ଠିତ ହେବ।
ଏଥିପାଇଁ ଆଶାୟୀ ସମସ୍ତ କାଗଜପତ୍ର ସହ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି।
Credible Local News of Odisha