ଜୁନ୧ରୁ ୨୦ ତମ ଏକାମ୍ର ନୃତ୍ୟ ମହାତ୍ସବ

୨୦ ତମ ଏକାମ୍ର ନୃତ୍ୟ ମହାତ୍ସବ ଜୁନ୧ରୁ ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶୀ ଗବେଷଣା କେନ୍ଦ୍ର ଠାରେ ଚାଲିବ l

ପ୍ରଥମ ଏବଂ ଚତୁର୍ଥ ଦିନ ଭାରତର ଜାତୀୟ ସ୍ତରରେ ନାମ କମେଇଥିବା କିଛି ଓଡ଼ିଶୀ ନୃତ୍ୟ ଶିଳ୍ପୀପରିବେଷଣ କରିବେ l ବିଶେଷ ଆକର୍ଷଣ ଭାବରେ ଓଡ଼ିଆ ଚଳଚ୍ଚିତ୍ର ନାୟିକା ଅର୍ଚ୍ଚିତା ସାହୁ ନୃତ୍ୟ ପରିବେଷଣ କରିବେ ବୋଲି ଗୁରୁ ପିତମ୍ବାର ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version