ବିଜେଡି ଜିଲ୍ଲା ପରିଷଦ ସଭ୍ୟ ସୁବାସ ମାଝୀଙ୍କ ଢେଙ୍କାନାଳ ଜିଲ୍ଲା ଭୁବନ ଏକତାଳି ଗାଁ ଘରୁ ମଦ ଫ୍ୟାକ୍ଟ୍ରି ଠାବ ହୋଇଛି।
ନକଲି ମଦ ଠାବ ପରେ ସୁବାସ ମାଝୀ ଗିରଫ ହୋଇଛନ୍ତି। ଏହି ଘଟଣାର ସମ୍ପୃକ୍ତି ଅଭିଯୋଗରେ ଯାଜପୁର ଜଖପୁରା ଥାନା କନଷ୍ଟେବଲ ମଧ୍ୟ ଗିରଫ ହୋଇଛନ୍ତି।
Credible Local News of Odisha