ଜାତୀୟ କ୍ରୀଡା ପ୍ରତିଯୋଗିତାରେ ସଫଳତା ପାଇଲେ ପ୍ରକାଶ

ବେଙ୍ଗାଲୁରୁ ସହରରେ ଫାଷ୍ଟ ପାନ ଇଣ୍ଡିଆ ନ୍ୟାସନାଲ ମାଷ୍ଟରସ୍ ଗେମସ ତରଫରୁ ବିଦ୍ୟାନଗର ଷ୍ଟାଡିୟମ ଠାରେ ଅନୁଷ୍ଠିତ ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଅନୁଗୁଳର କ୍ରୀଡ଼ାବିତ ପ୍ରକାଶ ଗଡ଼ନାୟକ ପୁଣି ୨ଟି ସ୍ବର୍ଣ୍ଣ ଓ ୧ରୌପ୍ୟ ଜିତି ଗୌରବ ଆଣିଛନ୍ତି ।

ସେ ୧୦୦ମିଟର ଦୌଡ଼ ଏବଂ ଲମ୍ବାଡିଆଁରେ ୨ଟି ଏକା ସାଙ୍ଗରେ ସ୍ବର୍ଣ୍ଣ ପଦକ ଓ ୨୦୦ମିଟର ଦୌଡ଼ରେ ଗୋଟିଏ ରୌପ୍ୟ ପାଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version