ଜଗତସିଂହପୁରରେ ଆଜିକାର ତାପମାତ୍ରା 38 ଡିଗ୍ରୀ June 14, 2022 by Odisha ଆଜି ଦିନବେଳା ଜଗତସିଂହପୁର ସହରରେ ତାପମାତ୍ରା 38 ଡିଗ୍ରୀ ଥିବା ବେଳେ ପାରାଦୀପରେ ଥିଲା 33.9 ଡିଗ୍ରୀ l