ଚିଲିକା ମଝିରେ ଯାତ୍ରୀଙ୍କ ସହ ଅଟକିଲା ଭସାପୋଲ

ଆଜି ସାତପଡାରୁ ଜହ୍ନିକୁଦ ଯାଉଥିବା ଏକ ଭସାପୋଲ ଚିଲିକା ମଝିରେ ଫସି ଯାଇଥିବା ଜଣାପଡିଛି l ଏଥିରେ 50 ରୁ ଅଧିକ ଯାତ୍ରୀଙ୍କ ସହ ଅନେକ ବାଇକ ଓ ଗୋଟିଏ କାର ଅଛି l
ସମସ୍ତଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version