ଚିଲିକାର ମଙ୍ଗଳାଯୋଡିରେ ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ଆଜି ପକ୍ଷୀ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଅଛି।
ଏହି ଅବସରରରେ ପ୍ରେରଣା ଗ୍ରୀନ ଆର୍ମି ଅଧ୍ୟକ୍ଷ ଡ. ଦିଲିପ ଶ୍ରୀଚନ୍ଦନଙ୍କ ପୌରହିତ୍ଯରେ ଏକ ସଚେତନତା ସଭା ଓ ଶୋଭାଯାତ୍ରା କରାଯାଇଥିଲା।
Credible Local News of Odisha