ଚାଇଲ୍ଡ ଲାଇନ ତରଫରୁ ସଚେତନତା

ସୁବର୍ଣ୍ଣପୁର ଚାଇଲ୍ଡ ଲାଇନ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା
ତରଭା ବ୍ଲକ ପାଇକବାହାଲ ପଞ୍ଚାୟତ ର ଡାହିମାଲ ଅନ୍ଗନବାଡି କେନ୍ଦ୍ର ଠାରେ ଶିଶୁ ମାନଙ୍କୁ ନେଇ ଆଜି ଶିଶୁ ଅଧିକାର, ଶିଶୁ ସୁରକ୍ଷା ତାଳିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି l

ଚାଇଲ୍ଡ ଲାଇନ ସଦସ୍ୟ ସୁଦାମ ଗାଇଗରିଆ,ପ୍ରମଦ ମଲ୍ଲିକ,ତୃପ୍ତିମୟୀ ପଧାନ ଓ ଆଶିଷ କୁମାର ନାଏକ ଚାଇଲ୍ଡ ଲାଇନ 1098 ଓ ଶିଶୁ ଅଧିକାର ,ବାଲ୍ୟବିବାହ ନିରାକରଣ,ଶିଶୁ ଶ୍ରମିକ,ଭିକାରୀ ଶିଶୁ ଉପରେ ବିସ୍ତୃତ ଭାବେ ଉପସ୍ଥିତ ଥିବା ଶିଶୁ ମାନଙ୍କୁ ବୁଝାଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version