ଚାଇଲଡ଼ ଲାଇନ ତରଫରୁ ସଚେତନତା

ସୁବର୍ଣ୍ଣପୁର ଜିଲ୍ଲା ଚାଇଲଡ଼ ଲାଇନ ତରଫରୁ ଆଜି ସଦର ପଟାଭାଡି ପ୍ରାଥମିକ ବିଦ୍ୟାଳୟ ଠାରେ ଶିଶୁମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଶିଶୁମାନଙ୍କ ଅସୁବିଧା ସମୟରେ ୧୦୯୮ର କିପରି ବ୍ୟବହାର କରାଯାଏ ତାହାକୁ ଉପସ୍ଥାପନ କରାଯିବା ସହ ବାଲ୍ୟବିବାହ ନିରାକରଣ ବିଷୟରେ ଆଲୋଚନା କରାଯାଇଥିଲା। ଓ ଶିଶୁ ନିର୍ଯାତନା, ଅନାଥ ଶିଶୁମାନଙ୍କ ଥଇଥାନ, ପରିତ୍ୟକ୍ତ ଶିଶୁ ବିଷୟରେ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version