ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ କଳାପଥର ପଂଚାୟତର ବାବୁପାଲି ଠାରେ ବୁଧୁବାର ଠାରୁ ଆରମ୍ଭ ହୋଇଥିବା ଚବିଶି ପ୍ରହରୀ ନାମ ସଂକୀର୍ତନ ଆଜି ଉଦଯାପିତ ହୋଇଯାଇଛି।

ଏଥିରେ ମହିଳା ସଂକୀର୍ତନ ମୁଖ୍ୟ ଆକର୍ଷଣ ପାଲିଟିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version