ଚନ୍ଦ୍ରଗିରି ଜଙ୍ଗଲରେ ଆଉ ଏକ ହାତୀ କଙ୍କାଳ ଠାବ

ଆଠଗଡ଼ ବନଖଣ୍ଡ ବଡମ୍ବା ରେଞ୍ଜର ଜାନିପଦର ବିଟହାଉସ ଅନ୍ତର୍ଗତ ଖାରୋଡ଼ ଜଙ୍ଗଲରୁ ଆଉ ଏକ ଦନ୍ତା ହାତୀର କଙ୍କାଳ ଠାବ ହୋଇଥିବା ସ୍ଥାନୀୟ ଡ଼ିଏଫଓ କହିଛନ୍ତି l

ପୂର୍ବରୁ ହୋଇଥିବା ଦୁଇଟି ହାତୀ ମୃତ୍ୟୁର ତଦନ୍ତ ସମୟରେ ଏହି କଙ୍କାଳ ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version