କଟକ ମହାନଦୀ ବିହାରରେ କିଛି ଦୁର୍ବୃତ୍ତ ଘରେ ପଶି ଘର ଲୋକଙ୍କୁ ବାନ୍ଧି ୧୮ ଲକ୍ଷ ଟଙ୍କା ଲୁଟ୍ କରି ନେଇଥିବା ଅଭିଯୋଗ ହୋଇଛି।
ଆଜି ଭୋରୁ ଏହି ଘଟଣା ଘଟିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Credible Local News of Odisha