ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଗୟାବନ୍ଧ ଛକରେ ସରକାରୀ ଜମିରେ ତିଆରି ୧୦ଟି ଦୋକାନ ଉଚ୍ଛେଦ ବେଳେ ଉତ୍ତେଜନା ଦେଖାଦେଇଛି।
ଶତାଧିକ ଲୋକଙ୍କ ବିରୋଧ ଯୋଗୁଁ ଠେଲାପେଲା ପରିସ୍ଥିତି ଉପୁଜି ଥିବାବେଳେ ଉପଜିଲ୍ଲାପାଳ, ଏସଡିପିଓ, ତହସିଲଦାରଙ୍କ ସହ ୨ ପ୍ଲାଟୁନ ଫୋର୍ସ ଉପସ୍ଥିତ ଅଛନ୍ତି।
Credible Local News of Odisha