ଗ୍ରାହକ ଭାବରେ ଆସି ହୋଟେଲରୁ ଟଙ୍କା ଚୋରି କରିଥିବା ଚୋର ଗିରଫ

ସୁନ୍ଦରଗଡ଼ ପୁଲିସର ଏକ ସ୍ବତନ୍ତ୍ର ଟିମ ଝାଡ଼ଖଣ୍ଡରୁ ଚୋରକୁ ଗିରଫ କରିଛି।

ପୁଲିସ ସୂଚନା ଅନୁସାରେ, ଗତ ୧୭ତାରିଖରେ ଜୟ ବିଜୟ ହୋଟେଲର କ୍ୟାସ୍‌ କାଉଣ୍ଟରରୁ ୧ଲକ୍ଷ ୪୦ହଜାର ଟଙ୍କା ଚୋରି କରିଥିଲା ଚୋର।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version