ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅନ୍ତର୍ଗତ ଗୁଲୁଣ୍ଡା ଠାରେ ଆଜି ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ବିନିକା ରେଞ୍ଜ ତରଫରୁ ଅଧିକାରୀ ମାନେ ଉପସ୍ଥିତ ରହି ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଏବଂ ଗ୍ରାମର ଲୋକଙ୍କୁ ମାଛ ଚାଷ ସମ୍ପର୍କିତ ତାର ଲାଭ ଉପରେ ତାଲିମ ପ୍ରଦାନ କରାଯାଇଥିଲା ।
Credible Local News of Odisha