ବୌଦ୍ଧ ଜିଲ୍ଲା ସିଦ୍ଧପୁର ସ୍ଥିତ ବାବା ଗୁପ୍ତେଶ୍ୱର ଶୈବପୀଠ ଠାରେ ଆଜି କାଉଡ଼ିଆ ଭକ୍ତଙ୍କ ପାଣି ଢ଼ାଳକୁ ନେଇ ସେବାୟତ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।
ଫଳରେ କାଉଡ଼ିଆମାନେ ମନ୍ଦିର ମୁଖ୍ୟ ଦ୍ଵାରରେ ତାଲା ପକାଇ ପ୍ରତିବାଦ କରିଥିଲେ।
Credible Local News of Odisha