ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ କଇନ୍ତରା ଖେଳ ପଡିଆ ରାସ୍ତାରେ ଏକ ବୋଲେରୋ ଆଜି ମଧ୍ୟାହ୍ନରେ ଯାଉଥିବା ବେଳେ ହଠାତ ଗାଈ ଟିଏ ରାସ୍ତାକୁ ଚାଲି ଆସିବାରୁ ତାକୁ ବଞ୍ଚାଇବାକୁ ଯାଇ ଗାଡ଼ିଟି ଓଲଟି ପଡିଥିବା ଫଳରେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଏନେଇ ପୁଲିସ ଫାଣ୍ଡି ଅଧିକାରୀ ଅର୍ଜୁନ ରଥ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।