ବୌଦ୍ଧ ଜିଲ୍ଲା ଏନ୍ଏଚ୍ ୫୭ ହରେକୃଷ୍ଣପୁର ନିକଟରେ ଭାରସାମ୍ୟ ହରାଇ ପିଟି ହୋଇଛି ତୀର୍ଥଯାତ୍ରୀ ବସ୍।
ଜଗନ୍ନାଥ ଦର୍ଶନ ସାରି ନୃସିଂହନାଥ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ଗୁରୁତରଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତେ ଛତିଶଗଡ଼ ରାୟପୁର ଅଞ୍ଚଳର ବୋଲି ସୂଚନା ମିଳିଛି।
Credible Local News of Odisha