ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ମଣ୍ଡଳ ପଞ୍ଚାୟତ ସିଲିଙ୍ଗପଡା ଗାଁର ସରକାରୀ ବିଦ୍ୟାଳୟରେ ଘର ନଥିବା କାରଣରୁ ଗଛ ତଳେ ପିଲାମାନେ ପାଠ ପଢୁଥିବା ଦେଖିବାକୁ ମିଳିଛି।
ଦୀର୍ଘ ପାଞ୍ଚ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସ୍କୁଲ ଘରଟିଏ ନଥିବା ରମଣି କୁଅଁର, ଜମା ମାହାର, ସୁବାସିନୀ ଠେଲା, ଗର୍ଜ ମଲ୍ଲିକ କହିଛନ୍ତି।