ଗଛପଡି ଭାଙ୍ଗିଲା ସ୍କୁଲ ଆଜବେଷ୍ଟସ

ଦୁଇଦିନ ହେଲା ବିନିକା ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ଯୋଗୁଁ ବିନିକା ବ୍ଳକ ଅନ୍ତର୍ଗତ ସିଂହିଜୁବା ପଞ୍ଚାୟତ ଅସୁରଗଡ ସରକାରୀ ପ୍ରାଥମିକ ବିଦ୍ୟାଳୟ କଠା ଉପରେ ଗଛ ପଡି ଯିବାରୁ ଆଜବେଷ୍ଟସ ଭାଙ୍ଗି ପଡ଼ିଛି ।

ରବିବାର ସ୍କୁଲ ଛୁଟି ଥିବାରୁ ଏକ ବଡ଼ ବିପଦରୁ ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନେ ବର୍ତ୍ତି ଯାଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version