ଖାଜିରା ଗ୍ରାମରୁ ପଞ୍ଚାୟତ ଯାଏଁ ହେବ ରାସ୍ତା ନିର୍ମାଣ

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବର୍ତ୍ତନା ପଞ୍ଚାୟତର ଖାଜିରା ଗ୍ରାମରୁ ପଞ୍ଚାୟତକୁ ଯାତାୟାତ ପାଇଁ କୌଣସି ରାସ୍ତା ସଂଯୋଗୀକରଣ ନଥିବାରୁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଥିଲେ।

ଏହା ପରେ ବିଧାୟକ ହାତ ପାଣ୍ଠିରୁ ଅନୁଦାନ ରାଶି ପ୍ରଦାନ କରିବା ସହିତ ଆଜି ମଧ୍ୟାହ୍ନରେ ଖଇରା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଯାଇ କାର୍ଯ୍ୟ ତଦାରଖ କରୁଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version