ଢେଙ୍କାନାଳ ଭାପୁର ଅଞ୍ଚଳରେ ଡିଲ୍ ବେଳେ ମାଡ଼ି ବସିଛି ଏସଟିଏଫ।ବାଇକ୍ ଡିକିରୁୂ ୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ସହ ଜଣକୁ ଗିରଫ କରିଛି।
ଗିରଫ ଅଭିଯୁକ୍ତ ଦେବଗଡ଼ ଜିଲ୍ଲାର ବୋଲି ସୂଚନା ମିଳିଛି।୩ ଲକ୍ଷ ଟଙ୍କାକୁ ୧ ଲକ୍ଷରେ ଡିଲ୍ ହେଉଥିଲା। ୩ ଲକ୍ଷର ଜାଲ୍ ନୋଟ୍ ମଧ୍ୟରେ ୫୦୦ ଓ ୧୦୦ ଟଙ୍କିଆ ରହିଛି।
Credible Local News of Odisha