କୋରାପୁଟରୁ କାଲେରାମ ମାଝୀ, ଆସିକାରୁ ଅନିତା ଶୁଭଦର୍ଶିନୀ ବିଜେପି ପ୍ରାର୍ଥୀ

ବିଜେପି ଆଜି ରାଜ୍ୟର 18 ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କୋରାପୁଟରୁ କାଲେରାମ ମାଝୀ ଓ ଆସିକାରୁ ଅନିତା ଶୁଭଦର୍ଶିନୀଙ୍କୁ ଟିକଟ ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version