କେନ୍ଦ୍ର ସରକାର ଅବ୍ୟବସ୍ଥା ଓ କୋଭିତ ମୃତ୍ୟୁ ସଂଖ୍ୟା ଲୁଚାଇ ବାହା ବାହା ନେବାକୁ ହୀନ ପ୍ରୟାସ କରୁଛନ୍ତି ବୋଲି ସମ୍ବଲପୁର ଜିଲ୍ଲା ଯୁବକଂଗ୍ରେସ କହିଛି।
ସରକାର କୋଭିଡ ମୃତ୍ୟୁର ପ୍ରକୃତ ସଂଖ୍ୟାକୁ ସାମ୍ନାକୁ ଆଣିବା ନିମନ୍ତେ ସରକାର ସର୍ବଦଳୀୟ ନେତାଙ୍କୁ ନେଇ ଏକ କୋଭିତ ଆୟୋଗ ଗଠନ କରିବାକୁ ଦାବି କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଦାବି କରିଛି ସମ୍ବଲପୁର ଜିଲ୍ଲା ଯୁବ କଂଗ୍ରେସ କମିଟି ।