କୋବି ବିଲରୁ ଅଚିହ୍ନା ଶବ ଉଦ୍ଧାର

ଆସିକାର ଘୋଡ଼ାହାଡ଼ ନଦୀ ପଠାରେ ଥିବା କୋବି ବିଲ ଭିତରୁ ଆଜି ଜଣେ ଅଚିହ୍ନା ଯୁବକର ଶବ ଉଦ୍ଧାର କରାଯାଇଛି l ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version