ବାରିପଦାର ମଧୁବନ ଅଞ୍ଚଳର ନିବାସୀ ପଦ୍ମଶ୍ରୀ ଡ଼ଃ ଦମୟନ୍ତି ବେଶ୍ରା ସଂସ୍କୃତ ଭାଷାରେ ରଚିତ ଜୟଦେବଙ୍କ ଗୀତଗୋବିନ୍ଦକୁ ଓଲଚିକି ଭାଷାରେ ଅନୁବାଦ କରିଥିବା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।
ଓଡିଶାରୁ ଦୁଇ ଜଣ ମନୋନୀତ ହୋଇଥିବା ବେଳେ ବାରିପଦାର ପଦ୍ମଶ୍ରୀ ଡ଼ଃ ବେଶ୍ରା ଉକ୍ତ ମଧ୍ୟରେ ରହିଛନ୍ତି। ଏନେଇ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି।