କେନ୍ଦୁଝର ଜିଲ୍ଲାରେ ବିଜ୍ଞାନରେ ୮୭.୩୦ ଓ ବାଣିଜ୍ୟରେ ୮୪.୭୭ ପାସ ହାର

କେନ୍ଦୁଝର ଜିଲ୍ଲାରେ ଯୁକ୍ତ ଦୁଇ ବିଜ୍ଞାନରେ ପାସ ହାର ୮୭.୩୦ ପ୍ରତିଶତ, ବାଣିଜ୍ୟରେ ୮୪.୭୭ ପ୍ରତିଶତ ରହିଛି।

ସମୁଦାୟ ବିଜ୍ଞାନରେ ୧୦୧୬ ଜଣ ପ୍ରଥମ, ୫୨୩ ଜଣ ଦ୍ବିତୀୟ, ୪୯୪ ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବା ବାଣିଜ୍ୟରେ ୨୮୪ ଜଣ ପ୍ରଥମ, ୧୮୫ ଜଣ ଦ୍ବିତୀୟ ଓ ୩୦୫ ଜଣ ତୃତୀୟ ଶ୍ରେଣୀ ରେ ପାସ କରିଥିବା ଜଣାପଡିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version