କେନଝରିଆପାଲି ସମବାୟ ସମିତିର ସଭାପତି ହେଲେ ରାଜଗୋପାଳ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆପାଲି ସେବା ସମବାୟ ସମିତିର ସଭାପତି ଭାବେ ରାଜଗୋପାଳ ପାଣିଗ୍ରାହୀ ନିର୍ବାଚିତ ହୋଇଥିବା ଜଣାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version