କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କାକଟପୁର ମୁଖ୍ୟ ବଜାରରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା।
କାକଟପୁର ସରପଞ୍ଚ ଅଭୟ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୃଷକ ମୁହଁରେ ହସ ଭରିଦେଵା ଉଦ୍ଦେଶ୍ୟରେ ଏହି ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା।କଳାଯଥା ବିଷୟକୁ ବେଶ୍ ମନଭରି ଶତାଧିକ କୃଷକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।ପୁରୀ ଜିଲ୍ଲା କୃଷି ବିଭାଗ ସମ୍ପୂର୍ଣ୍ଣ ସହାୟତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।