କୂଅରେ ପଡ଼ି ଯୁବକଙ୍କ ମୃତ୍ୟୁ

ତେଲକୋଇ ଥାନା କାଳିଆହତା ନିକଟ ବଡ଼ବିଲ ଗ୍ରାମରେ ଆଜି ଅପରାହ୍ନରେ କୂଅ ରେ ପଡ଼ି ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଛି।

ତାଙ୍କ ନାମ ନିରଞ୍ଜନ ମହାନ୍ତ (୩୦) । ଖବର ପାଇ ତେଲକୋଇ ଦମକଳ ବାହୀନି ପହଞ୍ଚି ଉଦ୍ଧାର କରିଥିଲେ ହେଁ ସେତେବେଳେ ତାଙ୍କର ମୃତ୍ୟୁ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version