କୁଡୁମୀ ଜାତିର ବିକାଶ ନେଇ ଆଲୋଚନା

ରାଜ୍ୟ କୁଡୁମି ସେନା ର କର୍ମ କର୍ତା ମାନେ ରବିବାର ରାଜ୍ୟସଭା ଏମପି ମମତା ମହାନ୍ତ ଙ୍କୁ ବାରିପଦା ବାସଭବନ, ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ସଭା ପତି ଜଗନ୍ନାଥ ନାଏକଙ୍କୁ କେନ୍ଦୁଝର, ବଡ଼ବିଲ ପୌର ଅଧକ୍ଷ ଲକ୍ଷ୍ମଣ ମହାନ୍ତଙ୍କୁ ବଡ଼ବିଲରେ ଭେଟି ଇଂରାଜୀ ନୂଆବର୍ଷ ସକାଶେ ଶୁଭେଛା ଜଣାଇବା ସହ କୁଡୁମୀ ଜାତି ର ବିକାଶ ସମ୍ପର୍କ ରେ ଆଲୋଚନା କରିଥିଲେ।

l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version