କୁକୁଡା ଦାନା କାରଖାନାରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ
ଖୋର୍ଦ୍ଧା ଜିଲ୍ଲା ଶିଳ୍ପାଞ୍ଚଳରେ ଥିବା କାରଖାନାରୁ ଯୁବକଙ୍କ ମୃତଦେହ ମିଳିଛି।
ମୃତକ କେନ୍ଦ୍ରାପଡା ଜିଲ୍ଲାର। କୁକୁଡା ଦାନା କାରଖାନାରେ ସୁପରଭାଇଜର ଭାବେ କାମ କରୁଥିଲେ। ଯୁବକଙ୍କ ନାକରୁ ରକ୍ତ ସହ ବେକରେ ଦାଗ ଥିବାରୁ ପରିବାର ଲୋକେ ହତ୍ୟା ଅଭିଯୋଗ କରିବା ସହ ଟାଉନ ଥାନାରେ
ଏତଲା ଦେଇଛନ୍ତି।