ଭୁବନେଶ୍ୱର କୁଆଖାଇ ପଠାରେ ଏରୋବେଟିକ ଟିମ ଆକାଶ ମାର୍ଗରେ ସାହସିକ ପ୍ରଦର୍ଶନ କରୁଛନ୍ତି।
ଏକ ସାଙ୍ଗରେ ଆକାଶରେ ୯ଟି ହକ ଲଢ଼ୁଆ ବିମାନ ଉଡୁଛି। ସୂର୍ଯ୍ୟକିରଣ ଶୋ ଦେଖିବାକୁ କୁଆଖାଇ ପଠାରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।
Credible Local News of Odisha